ଲଙ୍ଗର୍ଖାନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ) ସମ୍ପାଦନା

୧. ପାନ୍ଥନିବାସ; ଧର୍ମଶାଳା — ୧. A rest house for travellers.
୨. ଦରିଦ୍ରଶାଳା —An assylum for the poor.
୩. ଯେଉଁ ସ୍ଥାନରେ ଦରିଦ୍ରମାନଙ୍କୁ ମାଗଣା ପକ୍ୱାନ୍ନ ବଣ୍ଟାଯାଏ — ୩. A place where cooked food is distributed gratis to the poor.