ଲଙ୍କା ଆମ୍ୱ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବାଜାଆମ୍ୱ; ବାଜାଆମ୍ୱା —Cashewnut (tree and fruit); Anacardium Occidentale

(ଉ— ହେମଫଳେ ନାମ ଯହିଁ ଲଙ୍କାଅମ୍ର—ପାଦପପନ୍ତି—ରାଧାନାଥ, ଉଷା]

[ ଦ୍ର— ଏହା ଆମ୍ରଦିର୍ଗର ବୃକ୍ଷବିଶେଷ ଦକ୍ଷିଣ ଆମେରିକାର ସମୁଦ୍ର ନିକଟବର୍ତ୍ତୀ ଓ ବାଲୁକାମୟ ସ୍ଥାନ ଏହି ବୃକ୍ଷର ଆଦିନିବାସ ଏହା ମାନ୍ଦ୍ରାଜପ୍ରଦେଶ, ଦକ୍ଷିଣ ଓଡ଼ିଶା, ଚଟ୍ଟଗ୍ରାମ ଓ ଟେନାସେରିମ୍ ଆଦିର ସମୁଦ୍ରକୂଳ ଓ ବାଲୁକାମୟ ସ୍ଥାନରେ ହୁଏ ଏହାର ଫଳ ପାଚିଲେ ନାଲି ଓ ହଳଦିଆ; ପ୍ରଚୁର ସଂଖ୍ୟାରେ ଜାତ ହୁଏ ଏ ଫଳରୁ କଷା ଓ ମିଠା ଏକପ୍ରକାର ରସ ବାହାରେ ଏହି ଫଳର ଆଗରେ ମଞ୍ଜି ଥାଏ ମଞ୍ଜି ମଧ୍ୟରେ ଥିବା ଶଶକୁ ଲୋକେ ପୋଡ଼ିକରି ଖାଆନ୍ତି ମଞ୍ଜିର କଠିନ ଆବରଣରୁ ଏକ ପ୍ରକାର ତୈଳ ବାହାରେ ପ୍ରକୃତରେ ଯାହାକୁ ଆମ୍ଭେମାନେ ମଞ୍ଜିବୋଲି ବିଚାରୁଁ, ତାହାହିଁ ଏ ଗଛର ଫଳ ଓ ଯାହାକୁ ଫଳବୋଲି ବିଚାରୁଁ ତାହା ଫଲର ସ୍ଥୁଳ ରସମୟ ବୃନ୍ତ (ବିଦେଶରୁ ଏ ଗଛ ଆସିଥିବାରୁ ଏହା ଏପରି ନାମକରଣ ହୋଇଅଛି ତୁଳନାକର—ଲଙ୍କା ସୁଝୁ, ଲଙ୍କା ମରିଚ) ବୈଦ୍ୟକାଦି ଶାସ୍ତ୍ରରେ ଏହାର ନାମ ନାହିଁ ଏହି ମଞ୍ଜିର ଓ ବାଦାମ ମଞ୍ଜିର ଆକୃତି (ସଂସ୍କୃତ - ବାଦାମ, ବାତାଦ)ସଦୃଶ ହୋଇଥିବାରୁ ଏହାକୁ ଲୋକେ ବାଦାମ (ବାକାଆମ୍ୱ) ନାମ ଦେଇଅଛନ୍ତି ଏ ମଞ୍ଜିମାନ ଦେଖିବାକୁ ଚେପ୍ପା ଆମ୍ୱ କଷି ପରି]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ବାଇଗବା (ଦେଖ) - —Bāigabā(See)