ଲଗ୍ନିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ଓ ବିଶେଷ୍ୟ - (ସଂସ୍କୃତ - ଲଗ୍ନିକ) ସମ୍ପାଦନା

୧. ନିକଟସମ୍ପର୍କୀୟ ବନ୍ଧୁ — ୧. Near relative.
୨. କୁଟୁମ୍ୱ — ୨. Kindred.

(ଉ— ଜାତିପୁଅ ଲଗ୍ନିକ କେହି ନୁହେ—ଫକୀରମୋହନ. ଗଳ୍ପସ୍ୱଳ୍ପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଜାମିନ୍ଦାର୍; ପ୍ରତିଭୂ — A surety; bail (Apte)