ଲଗେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ଭତିଡ଼ି ଭାଖା) ସମ୍ପାଦନା

ପାଖକୁ; ନିକଟକୁ —Near; to

ପ୍ରାଦେଶିକ - (ଖଡ଼ିଆଳ ଓ ସମ୍ୱଲପୁର) ଅ ସମ୍ପାଦନା

ଠାରେ — In

[ଦ୍ରଷ୍ଟବ୍ୟ —ଯଥା—କେନ୍ ଲଗେ=କେଉଠାରେ]

ଦେଶଜ - ଅ ସମ୍ପାଦନା

ମାକଡ଼କୁ ଗୋଡ଼ାଇବା ପାଇଁ କୁକୁରଙ୍କ ପ୍ରତି ଡାକ —A hallooing used to incite dogs to chase monkeys.