ଲଗି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗୁଡ଼) ସମ୍ପାଦନା

୧. ଉଚ୍ଚ ଦଛରୁ ଫଳ ଆଦି ତୋଳିବା ପାଇଁ ଆଙ୍କୁଶ ଯୁକ୍ତାଗ୍ର ବଂଶ ଦଣ୍ଡ, ଆଙ୍କୁଡ଼ି — ୧. A pole atached with a hook at its end and used in plucking fruits etc from high trees, a long hook for plucking fruits.
୨. ଆଙ୍କୁଶାଗ୍ର ନୌକା— ଚାଳନ ଦଣ୍ଡ; ଆଙ୍କୁଶାବାଲା କାତ —A boat hook