ଲଗି
ଲଗି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଗି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗୁଡ଼)
ସମ୍ପାଦନା- ୧. ଉଚ୍ଚ ଦଛରୁ ଫଳ ଆଦି ତୋଳିବା ପାଇଁ ଆଙ୍କୁଶ ଯୁକ୍ତାଗ୍ର ବଂଶ ଦଣ୍ଡ, ଆଙ୍କୁଡ଼ି — ୧. A pole atached with a hook at its end and used in plucking fruits etc from high trees, a long hook for plucking fruits.
- ୨. ଆଙ୍କୁଶାଗ୍ର ନୌକା— ଚାଳନ ଦଣ୍ଡ; ଆଙ୍କୁଶାବାଲା କାତ —A boat hook