ଲଗାହାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମରଣାର୍ଥ ଗଳାରେ ଦଉଡ଼ି ଲଗାଇବା, ରଜ୍ଜୁଦ୍ୱାରା ଅପମୃତ୍ୟୁ —୧. Winding or putting a rope round the neck to cause death by hainging or stangling.
୨. ତଣ୍ଟିଚିପି ମାରିବା —୨. Strangling to death,
୩. ଅପମୃତ୍ୟୁ — ୩. Accidental death; unnatural death
୪. ପର ଦ୍ରବ୍ୟରେ ଅଧିକାର ଦେଖାଇବା —୪. Showing mastery over the peoperty of others.
୫. ଯେ ପର ଦ୍ରବ୍ୟ ଉପରେ ଆପଣାର ପ୍ରଭୁତ୍ୱ ବା ଅଧିକାର ଦେଖାଏ —୫. A person who assumes mastery over the property of others.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

କାଳ ଦେବତା; ମୃତ୍ୟୁ ସଂଘଟନକାରୀ —That which cause death, death personified;