ଲଗାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗ୍ ଧାତୁ) ସମ୍ପାଦନା

୧. ବହୁଦିନ ବ୍ୟାପୀ ଝଡ଼ ଓ ବୃଷ୍ଟି —୧. Rain or storm continuing for days togeher.

(ଉ— ନାହାକ କହିଛି ଭାରୀ ଲଗାଣ ହେବ ଫକୀରମୋହନ. ଛମାଣ ଆଠଗୁଣ୍ଠ)

୨. ସଂକୀର୍ତ୍ତନର ଆରମ୍ଭରେ ରାଗର ଆଳାପ —୨. The preliminary utterance of the formula of a musical tune.

ଦେଶଜ - ବିଶେଷଣ - ସମ୍ପାଦନା

୧. ପରସ୍ପର ସଂଲଗ୍ନ —୧. Attached to each other.
୨. ଅବିଚ୍ଛିନ୍ନ —୨. Continuous

(ଯଥା— ଲଗାଣ ବରଷା)