ଲଗାଣ
ଲଗାଣ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଲଗାଣ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗ୍ ଧାତୁ)
ସମ୍ପାଦନା- ୧. ବହୁଦିନ ବ୍ୟାପୀ ଝଡ଼ ଓ ବୃଷ୍ଟି —୧. Rain or storm continuing for days togeher.
(ଉ— ନାହାକ କହିଛି ଭାରୀ ଲଗାଣ ହେବ ଫକୀରମୋହନ. ଛମାଣ ଆଠଗୁଣ୍ଠ)
- ୨. ସଂକୀର୍ତ୍ତନର ଆରମ୍ଭରେ ରାଗର ଆଳାପ —୨. The preliminary utterance of the formula of a musical tune.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ପରସ୍ପର ସଂଲଗ୍ନ —୧. Attached to each other.
- ୨. ଅବିଚ୍ଛିନ୍ନ —୨. Continuous
(ଯଥା— ଲଗାଣ ବରଷା)