ଲଗାଜୋଡ଼ା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ମିଛ ସତ ଯୋଖିବା — ୧. To weave truth and falsehood together.
୨. ଚୁଗୁଲି କରିବା —୨. to backbite.

[ଉ—ଆମ୍ଭଠାରୁ ଏବେ ସେ ଗଲେ ତ ଆଭାବେ, ଲଗାଯୋଡ଼ା କରିଣ ତାହାଙ୍କୁ କହିବେ—କୃଷ୍ଣସିଂହ ମହାଭାରତ ଭଦ୍ଯୋଗ]