ଲଗାଉତି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଲଗାଉତି ଲଗୁତି ଲଗୌତି ଅନ୍ୟରୂପ

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଦିନମୁଲିଆ —୧. A day labourer.
୨. କୌଣସି କାର୍ଯ୍ୟରେ ମୁଲିଆଙ୍କୁ ଦିଆଯିବା ମୂଲର ପରିମାଣ —୨. Amount of wages paid to day labourers in connection with a work.

(ଯଥା —ଏ ଘର ତିଆରି କରିବାକୁ କାଠ ବାଉଁଶ ଆଦି ୫ ଟଙ୍କା ଓ ଲଗଉତି ୩ଟଙ୍କା ଲାଗିଲା

୩. ବ୍ୟୟ; ଖରଚ — ୩. Expense; cost.