ଲଗାଉ
ଲଗାଉ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲଗାଉ
|
ଦେଶଜ - ବିଶେଷ୍ୟ - . (ସଂସ୍କୃତ - ଲଗ୍ନ)
ସମ୍ପାଦନା- ୧. ଲଗାଲଗି ଅବସ୍ଥା —୧. Continuity.
- ୨. ସମ୍ପର୍କ —୨. Connection.
ବିଶେଷଣ -
ସମ୍ପାଦନା- ୧. ସଂଲଗ୍ନ — ୧. Attached.
୨: ସମ୍ପୃକ୍ତ — ୨. connected.
- ୩. ଅବଶ୍ରାନ୍ତ —୩. Con tinuous