ଲଗାଇ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଆପଣାର ଦେହରେ ତୈଳ ବା ହରିଦ୍ରା ଆଦି ନିଜେ ବୋଳି ହେବା —To anoint oil, turmeric etc on one's own person.

(ଯଥା— କେହି ଦାସୀ ଆଜି ନ ଥିବାରୁ ସାଆନ୍ତାଣୀ ହାତରେ ମାଲପା ଲଗାଇ ହେଉଛନ୍ତି)