ଲଗଉତି
ଲଗଉତି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲଗାଉତି ଲଗୁତି ଲଗୌତି ଅନ୍ୟରୂପ
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଦିନମୁଲିଆ —୧. A day labourer.
- ୨. କୌଣସି କାର୍ଯ୍ୟରେ ମୁଲିଆଙ୍କୁ ଦିଆଯିବା ମୂଲର ପରିମାଣ —୨. Amount of wages paid to day labourers in connection with a work.
(ଯଥା —ଏ ଘର ତିଆରି କରିବାକୁ କାଠ ବାଉଁଶ ଆଦି ୫ ଟଙ୍କା ଓ ଲଗଉତି ୩ଟଙ୍କା ଲାଗିଲା
- ୩. ବ୍ୟୟ; ଖରଚ — ୩. Expense; cost.