ଲଖ୍ଲାଥ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ଧ୍ୱନ୍ୟର୍ଥକ; ବହୁ ଲୋକ ବା ବସ୍ତୁ— ବ୍ୟଞ୍ଜକ) ସମ୍ପାଦନା

୧. (ଅନେକ ବସ୍ତୁ ବା ବ୍ୟକ୍ତି) ଭୂମିରେ ହଠାତ୍ ରଖାଯିବା ପ୍ରକାରେ — ୧. (many things) Being put on the ground with a thumping sound.
୨. ଥଲଥଲ —୨. Soft, fleshy and loose.