ଲଖ୍ଲଖା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା

ଗୋଲାପ ପାଣି ବା ଅନ୍ୟ ସୁବାସଦ୍ୱାରା ସୁବାସିତ ନିଶାଦଳ ମିଶ୍ରିତ ସୁଗନ୍ଧ —A kind of scented smelling salt.

[ଦ୍ରଷ୍ଟବ୍ୟ — ଏହାକୁ ଶୁଙ୍ଘାଇକରି ବେହୋସ୍ ହୋଇଥିବା ଲୋକର ହୋସ୍ ଅଣାଯାଏ]