ଲଖ୍ନଉ
ଲଖ୍ନଉ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲକ୍ଷ୍ମୌ(କ୍ଷ୍ମୌ) ଲଖ୍ନୌ ଲଖ୍ମଉ ଲଖ୍ମୌ —ଅନ୍ୟରୂପ
ଅନୁବାଦ
ସମ୍ପାଦନା(ଲାଖ୍ଲିଉ, ଲଖ୍ନୋ[ନୁ]ର, ଲଖ୍ଲୋର୍—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଅଯୋଧ୍ୟାପ୍ରଦେଶସ୍ଥ ନଗର ବିଶେଷ— ଲକ୍ଷ୍ମୌ —୧. Lucknow in Oudh.
- ୨. କ୍ଷୁଦ୍ର ପକ୍ଷିବିଶେଷ —୨. A kind of small bird.
[ଦ୍ରଷ୍ଟବ୍ୟ —ଏ ଚଢ଼େଇ ଦେଖିବାକୁ ବାୟା ଚଢ଼େଇ ପରି, ଦେହ ନାଲି ଓ ତହିଁରେ ଧଳା ବନ୍ଦୁ— ମାନ ଥାଏ, ଲୋକେ ସଉକୀରେ ଏହାକୁ ପାଳନ୍ତି]