ଲଖ୍ନଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଲକ୍ଷ୍ମୌ(କ୍ଷ୍ମୌ) ଲଖ୍ନୌ ଲଖ୍ମଉ ଲଖ୍ମୌ —ଅନ୍ୟରୂପ

ଅନୁବାଦ ସମ୍ପାଦନା

(ଲାଖ୍ଲିଉ, ଲଖ୍ନୋ[ନୁ]ର, ଲଖ୍ଲୋର୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଅଯୋଧ୍ୟାପ୍ରଦେଶସ୍ଥ ନଗର ବିଶେଷ— ଲକ୍ଷ୍ମୌ —୧. Lucknow in Oudh.
୨. କ୍ଷୁଦ୍ର ପକ୍ଷିବିଶେଷ —୨. A kind of small bird.

[ଦ୍ରଷ୍ଟବ୍ୟ —ଏ ଚଢ଼େଇ ଦେଖିବାକୁ ବାୟା ଚଢ଼େଇ ପରି, ଦେହ ନାଲି ଓ ତହିଁରେ ଧଳା ବନ୍ଦୁ— ମାନ ଥାଏ, ଲୋକେ ସଉକୀରେ ଏହାକୁ ପାଳନ୍ତି]