ଲଖା ଲଖି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି ଓବିଶେଷଣ - ସମ୍ପାଦନା

(ସଂସ୍କୃତ - ଲଖ୍ୟ)—ପରସ୍ପରରେ ବିନ୍ଧାବିନ୍ଧି ହେବା —Aiming at each other

[ଉ— ଭୀଷ୍ମ ଅରଜୁନ ଶର ଯେ ଲଖା ଲଖି ହୁଅନ୍ତେ ରଜାଏ ଗର୍ଜିଲେ ହୋଇ ସୁଖୀ— କୃଷ୍ଣସିଂହ ମହାଭାରତ ଭୀଷ୍ମ]