ଲଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଲକ୍ଷ୍ୟ କରିବା — To aim at.

[ଉ— ବିନ୍ଧିଲେ କାଣ୍ଡ ପର ସେନାକୁ ଲଖାଇ—କୃଷ୍ଣସିଂହ ମହାଭାରତ.ବନ]

୨. (ଲାଖିବା କ୍ରିୟାର ଣିଜନ୍ତ ରୂପ, କୌଣସି ବସ୍ତୁକୁ କୌଣସି ପଦାର୍ଥରେ ବା ସ୍ଥାନରେ ସଂଲଗ୍ନ କରାଇବା —୨. To cause to stick.