ଲକ୍ ମାସୁଲୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଲକ୍ମାଆ (ହା)ସୁଲ୍ (ଲୁ)—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲକ୍ ଓ ଫାରାସୀ - ମହଶୁଲ୍) ସମ୍ପାଦନା

କେନାଲରେ ନିର୍ମିତ 'ଲକ' (ପୋଲା)କୁ ନୌକା ପାରିହେବା ପାଇଁ କେନାଲର ମାଲିକକୁ ନୌକାଧ୍ୟକ୍ଷଙ୍କ ଦେବା ଶୁଳ୍ମ ବା କର — Tollage realised at the lock of canals from boat owners.