ଲକ୍ କିପର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ -(ଇଂରାଜୀ - ଲକ୍କୀପର୍) ସମ୍ପାଦନା

କେନାଲ୍ ଲକ୍ରେ ନୌକାମାନଙ୍କୁ ପାର ଉତ୍ତାର କରାଇ ନୌକାଧ୍ୟକ୍ଷ ମାନଙ୍କଠାରୁ ମାସୁଲ ଆଦାୟ କରିବା କାର୍ଯ୍ୟରେ ନିଯୁକ୍ତ କର୍ମଚାରୀ —Lock keeper.