ଲକ୍ଷ ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ତୁଳନା କରିବା; ଉପମା କରିବା — To compare with.

(ଉ—ଲକ୍ଷ ଦେବୀ ସେବା କରି, ଲକ୍ଷ ଦେବି ତୋତେ ବିଚାରି କବିଏ ନ ପାଇଲେ ତିନି ପୁରୀ କବିସୂର୍ଯ୍ୟ କବିତା)