ଲକ୍ଷ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦୃଷ୍ଟି କରିବା —୧. To see.
୨. ଚିହ୍ନୋଟ କରିବା; ଅଭିନିବେଶପୂର୍ବକ ଚାହିଁବା —୨. To observe; to mark.
୩. ଲକ୍ଷ୍ୟ ପ୍ରତି ଶର ଆଦି ଛାଡ଼ିବା —୩. To aim at (a mark)
୪. ତୁଳନା କରିବା —୪. To compare with.