ଲକ୍ଷ୍ୟ ବେଧୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଲକ୍ଷ୍ୟଭେଦୀ—ଅନ୍ୟରୂପ]

ସଂସ୍କୃତ - ବିଶେଷଣ - ପୁଂ— (ଲକ୍ଷ୍ୟ+ବ୍ୟଧ ଧାତୁ+କର୍ତ୍ତୃ. ଇନ୍୧ମା. ୧ବ) ସମ୍ପାଦନା

ଯେ ଲକ୍ଷ୍ୟ ଭେଦ କରେ; ଉଡ଼ୁଥିବା ବା ଚଳୁଥିବା ବସ୍ତୁ ବା ଜୀବକୁ ଲକ୍ଷ୍ୟ କରି ଯେ ଶର ଆଦି ମାରି ପାରେ —A ble to shoot at a target with success; capable hitting at a moving thing.