ଲକ୍ଷ୍ୟ ବିନ୍ଧିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଲକ୍ଷ୍ୟବିଦ୍ଧ କରିବା, ଲକ୍ଷ୍ୟ ବେଧ କରିବା ଲକ୍ଷ୍ୟଭେଦ କରିବା,ଲକ୍ଷ୍ୟ ଭେଦିବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

(ଲକ୍ଷ୍ୟ+ବିନ୍ଧିବା)—ଉଦ୍ଧିଷ୍ଟ ଲକ୍ଷ୍ୟକୁ ଭେଦ କରିବାକୁ ସମର୍ଥ ହେବା; ଲାଖବିନ୍ଧିବା — To succeed in striking at the target.