ଲକ୍ଷ୍ୟ ବିଥୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଜୀବନର ଉଦ୍ଦେଶ୍ୟ ଯେଉଁ ଉପାୟରେ ବା କର୍ମରେ ସିଦ୍ଧି ହୁଏ (ହିନ୍ଦୀ - ଶ) —୧. Act or means which enables one to fulfil his aim in life
୨. ଦେବଯାନ ପଥ; ବ୍ରହ୍ମଲୋକଙ୍କୁ ଯିବା ମାର୍ଗ (ହିନ୍ଦୀ - ଶ) —୨. The way to the Brahmaloka