ଲକ୍ଷ୍ୟହୀନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଲକ୍ଷ୍ୟବିହୀନ—ଅନ୍ୟରୂପ)

(ଲକ୍ଷ୍ୟ ହୀନତା, ଲକ୍ଷବିହୀନତା—ବି)

(ଲକ୍ଷ୍ୟହୀନା, ଲକ୍ଷ୍ୟବିହୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଲକ୍ଷ୍ୟ +ହୀନ) ସମ୍ପାଦନା

ଉଦ୍ଦେଶ୍ୟ ହୀନ; ଯାହାର ବା ଯେଉଁ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଏ — Aimless.