ଲକ୍ଷ୍ମୀ ସହଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଲକ୍ଷ୍ମୀ ସହୋଦର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ମୀ+ସହ= ସହିତ+ ଜନ୍ ଧାତୁ= ଜନ୍ମିବା +କର୍ତ୍ତୃ. ଅ; ସମୁଦ୍ର ମନ୍ଥନ କାଳରେ ଲକ୍ଷ୍ମୀଙ୍କ ସଙ୍ଗେ ଉତ୍ଥିତ) ସମ୍ପାଦନା

୧. ଚନ୍ଦ୍ର —୧. The moon.
୨. ଉଚ୍ଚୈଃଶ୍ରବା ଅଶ୍ୱ — ୨. Indra's horse.
୩. କର୍ପୁର —୩. Camphor.