ଲକ୍ଷ୍ମୀ ଭଣ୍ଡାର
ଲକ୍ଷ୍ମୀ ଭଣ୍ଡାର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲକ୍ଷ୍ମୀ ଭଣ୍ଡାର
|
ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍; ଲକ୍ଷ୍ମୀ+ଭଣ୍ଡାର)
ସମ୍ପାଦନା- ୧. ଲକ୍ଷ୍ମୀ ଦେବୀଙ୍କ ଧନାଗାର ବା ଖାଦ୍ୟ ଭଣ୍ଡାର ୧. The treasury or store room of the Goddess of Wealth.
[ଦ୍ରଷ୍ଟବ୍ୟ — ଏହି ଭଣ୍ଡାରରୁ ପୃଥିବୀରେ ବାସ କରୁଥିବା କଳ୍ପିତ ଛପନ କୋଟି ଜୀବଙ୍କ ପାଇଁ ଖାଦ୍ୟ ଲକ୍ଷ୍ମୀଙ୍କ ବାଣ୍ଟିବା କଥା ଲୋକେ ବିଶ୍ୱାସ କରନ୍ତି ଏହି ଭଣ୍ଡାରରୁ ଯେତେ ବ୍ୟୟ ଦେଉଥିଲେ ସୁଦ୍ଧା ଏହା ଅସରନ୍ତି ଥାଏ]
- ୨. ଲକ୍ଷ୍ମୀଙ୍କ ଭଣ୍ଡାର ଭଳି ଅତୁଳ ଧନ ରତ୍ନାଦି ଥିବା କୋଷାଗାର — ୨. Treasury containing gems and immense wealth like that of the Goddess Laksmī
- ୩. ଅସରନ୍ତି ଭଣ୍ଡାର —୩. Inexhaustible store.