ଲକ୍ଷ୍ମୀ ଭଣ୍ଡାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍; ଲକ୍ଷ୍ମୀ+ଭଣ୍ଡାର) ସମ୍ପାଦନା

୧. ଲକ୍ଷ୍ମୀ ଦେବୀଙ୍କ ଧନାଗାର ବା ଖାଦ୍ୟ ଭଣ୍ଡାର ୧. The treasury or store room of the Goddess of Wealth.

[ଦ୍ରଷ୍ଟବ୍ୟ — ଏହି ଭଣ୍ଡାରରୁ ପୃଥିବୀରେ ବାସ କରୁଥିବା କଳ୍ପିତ ଛପନ କୋଟି ଜୀବଙ୍କ ପାଇଁ ଖାଦ୍ୟ ଲକ୍ଷ୍ମୀଙ୍କ ବାଣ୍ଟିବା କଥା ଲୋକେ ବିଶ୍ୱାସ କରନ୍ତି ଏହି ଭଣ୍ଡାରରୁ ଯେତେ ବ୍ୟୟ ଦେଉଥିଲେ ସୁଦ୍ଧା ଏହା ଅସରନ୍ତି ଥାଏ]

୨. ଲକ୍ଷ୍ମୀଙ୍କ ଭଣ୍ଡାର ଭଳି ଅତୁଳ ଧନ ରତ୍ନାଦି ଥିବା କୋଷାଗାର — ୨. Treasury containing gems and immense wealth like that of the Goddess Laksmī
୩. ଅସରନ୍ତି ଭଣ୍ଡାର —୩. Inexhaustible store.