ଲକ୍ଷ୍ମୀ ବିଳାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ମୀ+ବିଳାସ) ସମ୍ପାଦନା

୧. (ବୈଦ୍ୟକ) କବିରାଜି ତୈଳ ବିଶେଷ —୧. Name of medi—cated oil.
୨. ଜ୍ୱରଘ୍ନ ବଟିକା ବିଶେଷ —୨. Nam of a febrifuge pill.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ଗୋଡ଼ିବାଣ (ପୁଂଲ ଓ ଗଛ) —A kind of flower and tree.