ଲକ୍ଷ୍ମୀ ପାଦୁକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ)ବି ସମ୍ପାଦନା

ବନ୍ୟ ଝାମ୍ପୁଡ଼ା ବୃକ୍ଷବିଶେଷ; ଗୋଡ଼ିବାଣ ଗଛ? —A wild bushy tree.

[ଦ୍ରଷ୍ଟବ୍ୟ — ଏହାର ଅଗସ୍ତି ଡ଼ାଳପରି ଡ଼ାଳ, ପତ୍ର କୟାଁ ପତ୍ରପରି, ଏହାର ଫୁଲ ନାଲି ଓ ଧଳା ମିଶା ଏଥିରେ କେଶର କାଣ୍ଡ ଲମ୍ୱା ହୋଇ ପାଖୁଡ଼ା ମଧ୍ୟରୁ ବାହାରି ଥାଏ]