ଲକ୍ଷ୍ମୀ ନରସିଂହ
ଲକ୍ଷ୍ମୀ ନରସିଂହ
ଉଚ୍ଚାରଣ
ସମ୍ପାଦନା(ଲକ୍ଷ୍ମୀନୃସିଂହ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଦ୍ୱହ୍ୱ) (ଲକ୍ଷ୍ମୀ+ନରସିଂହ)
ସମ୍ପାଦନା- ୧. ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଯୁଗଳ ସମାବେଶ —୧. The twin form of Lakshmī and Bishṇu.
- ୩. ବିଶେଷ ଲକ୍ଷଣଯୁକ୍ତ ଶାଳଗ୍ରାମ ଶିଳା —୨. Name of a sort of ṡāḻagrāma.
[ଦ୍ରଷ୍ଟବ୍ୟ — ଏଥିରେ ଦୁଇଟି ଚକ୍ର ଓ ଏକ ବନମାଳା ଚିହ୍ନ ଥାଏ; ଆକୃତି ବିକୃତ; ଏ ଶାଳଗ୍ରାମ 'ଗୃହସ୍ଥଙ୍କ ପକ୍ଷରେ ଅତ୍ୟନ୍ତ ଶୁଭକର ]