ଲକ୍ଷ୍ମୀ ତାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ସଙ୍ଗୀତରେ ୧୯: ମାତ୍ରାର ଏକ ତାଳ — ୧. Name of a musical measure.

[ଦ୍ରଷ୍ଟବ୍ୟ — ଏଥିରେ ୧୫: ଆଘାତ ଓ ୩ ଶୂନ୍ୟ ଥାଏ (ହିନ୍ଦୀ - ଶ) ]

୨. ଏକପ୍ରକାର ତାଳ ବୃକ୍ଷ —୨. A kind of plam tree.