ଲକ୍ଷ୍ମୀ ଜନାର୍ଦ୍ଦନ

ଲକ୍ଷ୍ମୀ ଜନାର୍ଦ୍ଦନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଲକ୍ଷ୍ମୀ+ଜନାର୍ଦ୍ଦନ) ସମ୍ପାଦନା

୧. ଲକ୍ଷ୍ମୀ ଓ ବିଷ୍ଣୁଙ୍କର ଯୁଗଳ ଅବତାର —୧. The twin form of Lakshmī and Bishṇu
୨. ବିଶିଷ୍ଟ ଲକ୍ଷଣଯୁକ୍ତ ଶାଳଗ୍ରାମ ଶିଳା ବିଶେଷ — ୨. Name of a kind of Ṡāḻagrāma pebble containing certain peculiar. marks.

[ଦ୍ରଷ୍ଟବ୍ୟ — ଏହା ମେଘପରି ଶ୍ୟାମଳ ଏ ଶିଳାରେ ଗୋଟିଏ ଦ୍ୱାର ବା ଛିଦ୍ର ଥାଏ ଏହା ଦେହରେ ଏକ ପାଖରେ ଚାରିଗୋଟି ଚକ୍ର ଓ ବନମାଳା ଚିହ୍ନ ଥାଏ]