ଲକ୍ଷ୍ମୀ ଛାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦୁର୍ଭାଗ୍ୟ ଓ ଦାରିଦ୍ର ଘୋଟିବା —Being overtaken by misfortune or poverty.

[ଦ୍ରଷ୍ଟବ୍ୟ — ଲକ୍ଷ୍ମୀ ଛାଡ଼ିଲେ ଲୋକର ଧନ, ପରିବାର, ସୌନ୍ଦର୍ଯ୍ୟ ଓ ଗୁଣ ଆଦି ସମସ୍ତ ନଷ୍ଟ ହୋଇଯାଏ; ତାକୁ ଦାରିଦ୍ର ଓ ବିପତ୍ତି ଘୋଟିଯାଏ ପୁରାଣମତରେ କେତେଗୁଡ଼ିଏ ମନ୍ଦ କାର୍ଯ୍ୟ କଲେ ଲକ୍ଷ୍ମୀ ବିରକ୍ତ ହୋଇ ସେହି ବ୍ୟକ୍ତିକୁ ଛାଡ଼ି ଯାଆନ୍ତି ଯଥା— ଗୁରୁବାର ଦିନ ଆମିଷ ଖାଇବା, ଭୁଇଁରେ ବୃଥା ଗାର କାଟିବା, ଦ୍ୱିସନ୍ଧ୍ୟାବେଳେ ଶୋଇବା; ଅଶୁଚି ରହିବା; ଅଇଁଠା ନ ଧୋଇବା; ଘରକୁ ନ ଓଳାଇବା ଲକ୍ଷ୍ମୀ ଛାଡୢବା କାର୍ଯ୍ୟମାନଙ୍କ ଉଲ୍ଲେଖ ନିମ୍ନଲିଖିତ ଉଦ୍ଭଟ ଶ୍ଲୋକରେ ମିଳେ— ନିତ୍ୟଂ ଛେଦସ୍ତୁଣାନାଂ', ନଖଭୁମିଲିଖନଂ, ପାଦୟୋରଳ୍ପ ପୂଜା, ଦନ୍ତାନାମଳ୍ପ ଶୌଚଂ, ବଲନମଳିନତା, ରୁକ୍ଷତା ମୁର୍ଦ୍ଧ୍ୱଜାନାଂ, ଦ୍ୱେସନ୍ଧ୍ୟେଚାପିନିଦ୍ରା, ଦିବସ ରତିରସଃ ଗ୍ରାସହାସାତିରେକଃ ସ୍ୱାଙ୍ଗେ ପୀଠେ ଚ ବାଦ୍ୟ ହରତି ଧନପତେଃ କେଶବସ୍ୟାପି ଲକ୍ଷ୍ମୀଂ