ଲକ୍ଷ୍ମୀ ଗୃହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଲକ୍ଷ୍ମୀବସତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

(ଲକ୍ଷ୍ମୀ+ଗୃହ, ୬ଷ୍ଠୀ ତତ୍) ===

୧. ରକ୍ତୋତ୍ପଳ — ୧. The red water lily.
୨. ଯେଉଁ ସ୍ଥାନ ଧନ ବା ସୌଭାଗ୍ୟରେ ପୂର୍ଣ୍ଣ ହୋଇଅଛି —୨. A place which is the abode of wealth or prosperity.