ଲକ୍ଷ୍ମୀ କାନ୍ଧରେ ବସିବା

ଲକ୍ଷ୍ମୀ କାନ୍ଧରେ ବସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଲକ୍ଷ୍ମୀକାନ୍ଧରେ ରହିବା, ଲକ୍ଷ୍ମୀକାନ୍ଧରେ ବିଜେ କରିବା ଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

ସୌଭାଗ୍ୟଦ୍ୱାରା ବେଷ୍ଟିତ ହେବା — Dawning of good fortune or prosperity.

(ପ୍ରୟୋଗ—ଅମୁକର କାନ୍ଧରେ ଲକ୍ଷ୍ମୀ ବସେଲେଣି)

[ଉ—ଲକ୍ଷ୍ମୀ କାନ୍ଧରେ ରହିବା ଯୋଗୁଁ କାର୍ତ୍ତିକେୟ ଚନ୍ଦ୍ରଙ୍କ ପରି ଶୋଭା କଲେ ତାଙ୍କ କାୟ କୃଷ୍ଣସିଂହ. ମହାଭାରତ ବନ]