ଲକ୍ଷ୍ମୀ କାନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଲକ୍ଷ୍ମୀନାଥ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଂ—(ଲକ୍ଷ୍ମୀ+କାନ୍ତ; ୬ଷ୍ଠୀ ତତ୍) ସମ୍ପାଦନା

୧. ନାରାୟଣ; ବିଷ୍ଣୁ —୧. God Bishṇu
୨. ରାଜା — ୨. King.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କ ନାମ — A name given to males.