ଲକ୍ଷ୍ମୀ ଅଂଶ

ଉଚ୍ଚାରଣ

ସମ୍ପାଦନା

(ଲକ୍ଷ୍ମୀକଳା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲକ୍ଷ୍ମୀ+ଅଂଶ; ସଂସ୍କୃତ - ଲକ୍ଷ୍ମଂଶ)

ସମ୍ପାଦନା

ଲକ୍ଷ୍ମୀଙ୍କର ଗୁଣ ବା ଚିହ୍ନ; ଲକ୍ଷ୍ମୀଙ୍କ ଦେବତ୍ୱ —The marks of divivity of the Goddesss Lakshmī

(ଯଥା— ରୁକ୍ମଣୀ ଓ ସୀତା ଲକ୍ଷ୍ମୀ ଅଂଶରେ ଜନ୍ମିଥିଲେ)