ଲକ୍ଷ୍ମୀଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି( ୬: ଷ୍ଠୀ ତତ୍; ଲକ୍ଷ୍ମୀ +ଈଶ=ପତି, ସ୍ୱାମୀ) ସମ୍ପାଦନା

୧. ବିଷ୍ଣୁ; ଲକ୍ଷ୍ମୀକାନ୍ତ — ୧. Bishṇu.
୨. (ବହୁବ୍ରୀହି) ଆମ୍ର ବୃକ୍ଷ —୨. Mango tree.
୩. ସୌଭାଗ୍ୟଶାଳୀ ବ୍ୟକ୍ତି —୩. Prosperous or lucky person
୪. ଧନପତି; ଧନୀ ବ୍ୟକ୍ତି —୪. A rich man.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଧନବାନ୍ —Rich.