ଲକ୍ଷ୍ମୀପୁରୁଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଲକ୍ଷ୍ମୀବାନ୍+ପରୁଷ) ସମ୍ପାଦନା

୧. ଲକ୍ଷ୍ମୀବନ୍ତ ବ୍ୟକ୍ତି; ସୌଭାଗ୍ୟଶାଳୀ ବ୍ୟକ୍ତି —୧. A lucky or fortunate man.
୨. ସୁଲକ୍ଷଣଯୁକ୍ତ; ବ୍ୟକ୍ତି —୨. A person possessing auspicious marks.