ଲକ୍ଷ୍ମୀଛଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଲକ୍ଷ୍ମୀ ଛାଡ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ସମ୍ପାଦନା

(ସଂ,ଲକ୍ଷ୍ମୀ+ଭ୍ରଷ୍ଟ ବା ଚ୍ୟୁତ) ===

୧. ଦୁର୍ଭାଗ୍ୟ; ହତଭାଗ୍ୟ —୧. Unfortunate.
୨. ହତଶ୍ରୀ; ଶ୍ରୀଚ୍ୟୁତ —୨. Shorn of prosperity
୩: ଅତି ଦରିଦ୍ର —୩. Very poor or destitute.

୪. ଯେଉଁ ବ୍ୟକ୍ତିକୁ ସୌଭାଗ୍ୟ ତ୍ୟାଗ କରିଅଛି — ୪. A person abandoned by good fortune.