ଲକ୍ଷ୍ମୀକର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଲକ୍ଷ୍ମୀକ) ସମ୍ପାଦନା

ସୌଭାଗ୍ୟଯୁକ୍ତ —Fortunate; lucky.

[ଉ— ଅଟନ୍ତି ଏ ଚାରିହେଁ ଚାରି ଜାତିଙ୍କର ବଶିଷ୍ଟ ମହର୍ଷି ଟିକିଏ ଲକ୍ଷ୍ମୀକର କୃଷ୍ଣସିଂହ ମହାଭାରତ, ଶାନ୍ତି ]