ଲକ୍ଷ୍ମାବାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଲକ୍ଷ୍ମୀବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲକ୍ଷ୍ମୀ+ଅଛି ଅର୍ଥରେ, ବତ୍ ୧ମା. ୧ବ) ସମ୍ପାଦନା

୧. ଭାଗ୍ୟବାନ୍ —୧. Fortunate;lucky.
୨. ସୌଭାଗ୍ୟଯୁକ୍ତ; ଶ୍ରୀବନ୍ତ — ୨. Prosperous.
୩. ସୁଲକ୍ଷଣଯୁକ୍ତ; ଶୁଭ ଲକ୍ଷଣଯୁକ୍ତ —Auspicious.
୪. ଐଶ୍ୱର୍ଯ୍ୟଶାଳୀ; ଧନୀ — ୪. very rich; wealthy; affluent.

ସ. ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ପନସ ବୃକ୍ଷ —୧. Jack fruit tree.
୨. ରୋହିତ ବୃକ୍ଷ —୨. Andersonia Rohitaka (tree)
୩. ଅଶ୍ୱତ୍ଥ ବୃକ୍ଷ —୩. The religious fig tree.
୪. ବିଷ୍ଣୁ —୪. Bishṇu.