ଲକ୍ଷ୍ମଣ ସେନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଙ୍ଗଦେଶର ଜନୈକ ରାଜା — Name of a king of Bengal.

[ଦ୍ରଷ୍ଟବ୍ୟ — ଏହି ନାମରେ ବଙ୍ଗ ଦେଶରେ ଦୁଇଜଣ ରଜା ଥିଲେ ପ୍ରଥମ ଲକ୍ଷ୍ମଣ ସେନ, ବଲ୍ଲାଲ ସେନଙ୍କ ପୁତ୍ର ଏ ପରାକ୍ରମୀ ରାଜା ଥିଲେ ଏହାଙ୍କ ନାମ ଅନୁସାରେ ଆଜିଯାଏ ମିଥିଳାରେ 'ଲକ୍ଷ୍ମଣ ସଂବତ୍' ବା 'ଲଂସ' ନାମରେ ଗୋଟିଏ ଆଦ୍ଦ ପ୍ରଚଳିତ ଅଛି ୧୧୧୯: ଖ୍ରୀଷ୍ଟାଦ୍ଦ (ଲକ୍ଷ୍ମଣ ସେନଙ୍କ ରାଜ୍ୟକାଳ)ରୁ ଏ ଅଦ୍ଦର ଗଣନା ଆରମ୍ଭ ହୋଇଅଛି ଏ ବିଦ୍ୱାନ୍ ଓ ବିଦ୍ୟୋତ୍ସାହୀ ଥିଲେ ପ୍ରାଚୀନ ଗୌଡ଼ ନଗରର କିଛି ଦୁରରେ ଗଙ୍ଗାକୂଳରେ 'ଲକ୍ଷମାବତୀ' ନାମରେ ଗୋଟିଏ ରାଜଧାନୀ ଏ ନିର୍ମାଣକରାଇଥିଲେ ଏହି ଲକ୍ଷଣ ସେନ ଖ୍ରୀ ୧୧୮: ଠାରୁ ୧୧୨୧: ପର୍ଯ୍ୟନ୍ତ ବଙ୍ଗଦେଶରେ ରାଜତ୍ୱ କରିଥିବା ଓ ପୁରୀଠାରେ ଜୟସ୍ତମ୍ଭସ୍ଥାପନ କରିଥିବା କୌଣସି କୌଣସି ବଙ୍ଗୀୟ ଅନୁଶାସନ ପତ୍ରରେ ଲେଖାଅଛି ସେତେବେଳେ ଓଡ଼ିଶାରେ କେଶରୀବଂଶୀୟ ରାଜାମାନଙ୍କ ରାଜତ୍ୱର ଅସ୍ତକାଳ ଉପସ୍ଥିତ ହୋଇଥିଲା ଦ୍ୱୀତୀୟ ଲକ୍ଷ୍ମଣ ସେନ ଏହି ସେନ ବଂଶର ଶେଷ ରାଜା ଏହାଙ୍କ ରାଜଧାନୀ ନବଦ୍ୱୀପ ଥିଲା ଏହାଙ୍କ ଅମଳରେ ମୁସଲମାନ ବକ୍ତିଆର୍ ଖିଲିଜୀ ବଙ୍ଗଦେଶକୁ ଆକ୍ରମଣ କରି ବିନାଯୁଦ୍ଧରେ ଗୌଡ଼ (ବଙ୍ଗ) ଦେଶ ଅଧିକାର କଲେ ଲକ୍ଷ୍ମଣ ସେନ ରାଜ୍ୟରୁ ପଳାଇଯାଇ ପୁରୀରେ ଶେଷ ଜୀବନ ଅତିବାହିତ କଲେ ମୁସଲମାନ୍ ଐତିହାସିକମାନେ ଲେଖିଅଛନ୍ତି ଯେ, ଏ ଖ୍ରୀ ୧୨୩: ସାଲରେ ଓଡ଼ିଶାକୁ ପଳାଇ ଆସିଥିଲେ