ଲକ୍ଷ୍ମଣ ମିଶ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଜନୈକ ପ୍ରାଚୀନ ଓଡ଼ିଆ କବି — Name of an ancient poet.

[ଦ୍ରଷ୍ଟବ୍ୟ — କବି ପୁରୀ ଜିଲ୍ଲାର ଶାସନୀ ବ୍ରାହ୍ମଣ ଓ ସଂସ୍କୃତଜ୍ଞ ପଣ୍ଡିତ ଥିଲେ ଓଡ଼ିଶାର ରାଜା ବୀରକିଶୋର ଦେବାଙ୍କ ସମୟରେ ସେ ଜୀବତ ଥିଲେ ଓ 'ଶ୍ରୀକୃଷ୍ଣଲୀଳାମୃତ' ନାମକ ଗ୍ରନ୍ଥ ପ୍ରଣୟନ କରିଥିଲେ—ତାରିଣୀ ଉତ୍କଳସାହିତ୍ୟ ଇତିହାସ]