ଲକ୍ଷ୍ମଣଫଳ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

ସମ୍ପାଦନା

ବୃକ୍ଷବିଶେଷ —A kind of tree

[ଦ୍ରଷ୍ଟବ୍ୟ — ଏହି ଗଛର ପତ୍ର, ଫୁଲ ଓ ଫଳ ଆକାରରେ ଆତ ସଦୃଶ ପଣସ ଫଳ ଉପରେ ଯେଉଁପରି କଣ୍ଟାମାନ ଥାଏ ସେହିପରି ଟିକି ଟିକି କଣ୍ଟା ଏ ଫଳର ଚୋପାରେ ଥାଏ— ଦ୍ରବ୍ୟଗୁଣ କଳ୍ପଦ୍ରୁମ]