ଲକ୍ଷେଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଲକ୍ଷେଶ୍ୱର—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(୬ଷ୍ଠୀ ତତ୍; ଲକ୍ଷ+ଈଶ) ସମ୍ପାଦନା

ଲକ୍ଷପତି;ଲକ୍ଷ ଲକ୍ଷ ପରିମିତ ଧନର ବା ମୁଦ୍ରାର ଅଧିକାରୀ; ବିଶେଷ ଧନୀ —A very rich man.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କ ନାମ — A name given to males.