ଲକ୍ଷେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—[ସଂସ୍କୃତ - ଲକ୍ଷ] ସମ୍ପାଦନା

ଏକ ଲକ୍ଷ —One lakh; a hundred thousand.

=== ଦେଶଜ - ବିଶେଷଣ -

୧. ଏକ ଲକ୍ଷ ସଂଖ୍ୟକ —୧. Numbering a hundred thousand.
୨. ଅସଂଖ୍ୟ — ୨. Countless.
୩. (ସଂସ୍କୃତ - ନଖ) ନଖେ; ଟିକିଏ ମାତ୍ର — ୩. A little.