ଲକ୍ଷି ପାରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲକ୍ଷଧାତୁ)

ସମ୍ପାଦନା

ଠଉରାଇବା; ଲକ୍ଷ କରିବାକୁ ସମର୍ଥ ହେବା —To ascertain; to recognise; to be able to observe; to mark

[ଉ— ବ୍ରାହ୍ମଣଙ୍କୁ ଘେନି ବହୁତ ଯତ୍ନ କଲେ, ରାଜ୍ୟରୁ କ୍ଷୟ କଥା ଲକ୍ଷି ନ ପାରିଲେ କୃଷ୍ଣସିଂହ ମହାଭାରତ ଶଲ୍ୟ]