ଲକ୍ଷିବା
ଲକ୍ଷିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ଲକ୍ଷ୍ ଧାତୁ)
ସମ୍ପାଦନା- ୧. ଲକ୍ଷ କରିବା [ଦେଖ] ୧. Laksha karibā (See)
[ଉ— ଜେମା ମୁଖଭଙ୍ଗି ଚାହାଣୀ ଭାଷାରୁ ଅନୁରାଗ ଲକ୍ଷିତାର ରାଧାନାଥ ଯଯାତି]
- ୨. ତୁଳନା କରିବା —୨. To compare.
- ୩. ସ୍ଥିର କରିବା; ଠଉରାଇବା —୩. To ascertain.
- ୪. ନିରିଖି କରି ଦେଖିବା —୪. To observe; to mark.
[ଉ— ବୁଲଇ ନାନା ମାର୍ଗେ ଲୁଚି, କେହି ନପାରେ ତାକୁ ଲକ୍ଷି ଜଗନ୍ନାଥ ଭାଗବତ]
- ୫. ଚିହ୍ନିବା —୫. To recognise; to distinguish.