ଲକ୍ଷିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ଲକ୍ଷ୍ ଧାତୁ) ସମ୍ପାଦନା

୧. ଲକ୍ଷ କରିବା [ଦେଖ] ୧. Laksha karibā (See)

[ଉ— ଜେମା ମୁଖଭଙ୍ଗି ଚାହାଣୀ ଭାଷାରୁ ଅନୁରାଗ ଲକ୍ଷିତାର ରାଧାନାଥ ଯଯାତି]

୨. ତୁଳନା କରିବା —୨. To compare.
୩. ସ୍ଥିର କରିବା; ଠଉରାଇବା —୩. To ascertain.
୪. ନିରିଖି କରି ଦେଖିବା —୪. To observe; to mark.

[ଉ— ବୁଲଇ ନାନା ମାର୍ଗେ ଲୁଚି, କେହି ନପାରେ ତାକୁ ଲକ୍ଷି ଜଗନ୍ନାଥ ଭାଗବତ]

୫. ଚିହ୍ନିବା —୫. To recognise; to distinguish.