ଲକ୍ଷିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ପରୀକୀୟା ନାୟିକାଭେଦ; ଯେଉଁ ନାୟିକାର ଅଙ୍ଗ ଓ ବେଶଆଦିରେ ନାୟକ ସହିତ ଗୁପ୍ତ ସମ୍ଭୋଗର ଚିହ୍ନମାନଙ୍କଦ୍ୱାରା ଲକ୍ଷିତ ହୁଏ — A class of heroines in fiction whose secretly carried amour is detected by her friends in obsderving some signs of debauch in her limbs and garment.