ଲକ୍ଷିତା
ଲକ୍ଷିତା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନାପରୀକୀୟା ନାୟିକାଭେଦ; ଯେଉଁ ନାୟିକାର ଅଙ୍ଗ ଓ ବେଶଆଦିରେ ନାୟକ ସହିତ ଗୁପ୍ତ ସମ୍ଭୋଗର ଚିହ୍ନମାନଙ୍କଦ୍ୱାରା ଲକ୍ଷିତ ହୁଏ — A class of heroines in fiction whose secretly carried amour is detected by her friends in obsderving some signs of debauch in her limbs and garment.